ଗଞ୍ଜାମ: ଗଞ୍ଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ଜମାଗୋରଡ଼ା ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ମଙ୍ଗଳବାର ସୂଚନା ଦେଇଛନ୍ତି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି।
BREAKING NEWS
- Shah Appeals Women Maoists: ମହିଳା ନକ୍ସଲମାନଙ୍କୁ ଅମିତ ଶାହଙ୍କ ଭାବପ୍ରବଣ ନିବେଦନ: ବନ୍ଧୁକ ଛାଡିଦିଅ, ମୁଖ୍ୟଧାରାକୁ ଫେରିଆସ
- Strike:୧୨ ତାରିଖ ସର୍ବଭାରତୀୟ ଧର୍ମଘଟକୁ ପିସିସି ପକ୍ଷରୁ ସମର୍ଥନ ଘୋଷଣା
- Cyber Fraud: ନିବେଶ ନାଁରେ ୫୦ ଲକ୍ଷ ଟଙ୍କା ଠକେଇ; କୋଲକାତାରୁ ଠକ ଗିରଫ
- ଜେଲ୍ ଅଧୀକ୍ଷକ ନାଁରେ ଅଭିଯୋଗ; ମହିଳା କଏଦୀଙ୍କ ସୁନା ଅଳଙ୍କାର ଫେରାଉ ନଥିବାରୁ ଏତଲା
- ଆଠଜଣଙ୍କୁ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ସୃଜନ ପୁରସ୍କାର
- Accident: ୨ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ, ୫ ଗୁରୁତର
- ବେଦୀଙ୍କ ସହ ତୁଳନା, ମ୍ୟାଚ ଫିକ୍ସିଂ ଅଭିଯୋଗ ପରେ ହରମୀତଙ୍କ ସଫଳ ପ୍ରତ୍ୟାବର୍ତନ
- Murder: ଜମିବାଡି ବିବାଦରୁ ହତ୍ୟା; ପୁଅକୁ ଛୁରି ଭୁସିଦେଲା ବାପା
- ସୂର୍ଯ୍ୟକୁମାର କହିଥିଲେ ସିରାଜଙ୍କୁ ମିୟାଁ ବ୍ୟାଗ ପ୍ୟାକ କରୋ….
- ଟିମ ସହିତ ଯୋଗ ଦେବେ ୱାଶିଂଟନ ସୁନ୍ଦର
Comments are closed.