ଭୁବନେଶ୍ବର: ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ସ୍ନାତକ(ଯୁକ୍ତ ତିନି) ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ସେହିଭଳି ସ୍ନାତକୋତ୍ତର(ପିଜି) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୭ ତାରିଖରୁ ଚାଲିବ। ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଧିରେନ୍ଦ୍ର ନାଥ କର ସମସ୍ତ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି। ନୂତନ ଭାବେ ନାମ ଲେଖାଇଥିବା ଏହି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ସୁବିଧା ଉପଲବ୍ଧ କରାଇବାକୁ ଚିଠିରେ ଉଲ୍ଲେଖ ରହିଛି। ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ନିର୍ଦେଶକୁ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି।
BREAKING NEWS
- ବିମାନ ବନ୍ଦରରୁ ୧.୫୬ କୋଟିର ବିଦେଶୀ ମୁଦ୍ରା ଜବତ, ୨ ଗିରଫ
- ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ
- ଇଣ୍ଡିଆ କେମ୍ ୨୦୨୬: ଓଡ଼ିଶାରେ ନୂତନ ରାସାୟନିକ ଓ ସାର ଉତ୍ପାଦନ ପ୍ରକଳ୍ପ ପାଇଁ MOU ସ୍ୱାକ୍ଷରିତ
- ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଗୋପୀନାଥ ମହାପାତ୍ରଙ୍କର ଦେହାନ୍ତ
- Priyanka vs Rahul in Congress: ଭାଇ-ଭଉଣୀଙ୍କ ଭିତରେ ଫାଟ? ରାଇହାନଙ୍କ ୭୪ ଫଟୋ ହଟିବା ବିବାଦରେ ବଢିଲା ରାଜନୀତି!
- ୧୨ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ଟଙ୍କା ହରିଲୁଟ; ପୂର୍ବତନ GRS ଓ ଗ୍ରାମସେବକ ଗିରଫ
- Public Grievance: ବାତ୍ୟା ଆଶଙ୍କା! ଏହି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି…
- ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ; ତୁରନ୍ତ କାର୍ଯ୍ୟରେ ଯୋଗ…
- ଓଡ଼ିଶାକୁ ବାତ୍ୟା ଭୟ! ୨୬ରେ ବଙ୍ଗୋପସାଗରରେ…
- ତିଦ୍ଦତରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ୪.୫…

Comments are closed.