Latest Odisha News

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି

ଭଦ୍ରକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି ଚରଣ ସିଂ ମୀନ । ଏସପିଙ୍କ ଗାଡିକୁ ପିଟିଲା ଏକ ଟ୍ରକ । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

BjdElectrycity

ତେବେ ଏଥିରେ ଏସପିଙ୍କର କୌଣସି କ୍ଷତି ହୋଇ ନାହିଁ । ତେବେ ତାଙ୍କ କାର ଭାଙ୍ଗିରୁଜି ଚୁରମାର ହୋଇଛି । ଟ୍ରକ ଡ୍ରାଇଭର ସହ ଗାଡିକୁ ଅଟକ ରଖିଛି ଭଣ୍ଡାରିପୋଖରୀ ଥାନା ପୋଲିସ । ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.