Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଏନଏସି ଦାବିରେ ତିହିଡି ବନ୍ଦ

ଭଦ୍ରକ: ଥମୁନି ଏନଏସି ଦାବି । ଭଦ୍ରକ ଜିଲ୍ଲା ତିହିଡିକୁ ଏନଏସି ମାନ୍ୟତା ଦାବି ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛି ତିହିଡି ନାଗରିକ ମଞ୍ଚ । ବନ୍ଦକୁ ସମର୍ଥନ କରି ଦୋକାନ ବଜାର, ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଛି…

ରାତିରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଲୁଟ୍

ଭଦ୍ରକ: ଘରୁ କଳାକନା ବୁଲାଇଲେ ଲୁଟେରା । ଘର ଲୋକ ଶୋଇଥିବା ବେଳେ ପଶିଗଲେ ଲୁଟେରା । ସୁନା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଲୁଟିନେଲେ ଲୁଟେରା ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଂଚାୟତ ଗୁହାଳିଆ ଗାଁରେ ଏକ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।…

ଭଦ୍ରକ ବରପଦା ଇଞ୍ଜିନିୟରିଙ୍ଗ କଲେଜ ଗେଟ ଆଗରେ ବିଭିନ୍ନ ଦାବିନେଇ ବିକାଶ ମଞ ପକ୍ଷରୁ ଧାରଣା

ଭଦ୍ରକ: ଇଡି ରେଡ୍ ପରେ ଦିନକୁ ଦିନ ବଢିବାରେ ଲାଗିଛି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଓ ତାଙ୍କ ପୁଅଙ୍କ ଅଡୁଆ । ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ୍ ସମ୍ମୁଖରେ ଅନେକ କର୍ମଚାରୀଙ୍କ ଆନ୍ଦୋଳନ । ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ସହ ନାରାବାଜି । ବିଭିନ୍ନ ଦାବିନେଇ ବିକାଶ…

ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ, ସମନ ଜାରି କଲା ଇଡି

ଭଦ୍ରକ: ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବାରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଇଡି ସମନ ଜାରି କରିଛି । ବିଧାୟକ ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ଇଡି ସମନ ପଠାଇଛି । ଡକ୍ୟମେଣ୍ଟ ସହ ହାଜର…

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକର ୪ଟି ସ୍ଥାନରେ ରେଡ୍ । ସେପରି ବାରିପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ଏହି ରେଡ୍ । ସୂଚନା ଅନୁସାରେ, ବିଧାୟକ ପ୍ରଫୁଲ୍ଲ ସାମଲଙ୍କ…

ଭଦ୍ରକରେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା: ରାଜରାସ୍ତାକୁ ଓଲ୍ହାଇଲା ବିଜେପି

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣୀ ମହୋତ୍ସବ ଶେଷ ହେବା ପରେ ନେହେରୁ ଷ୍ଟାଡିଅମରେ ଅଳିଆ ଆବର୍ଜନାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପଡ଼ିଥିବା ଘଟଣା ଏବେ ଭିନ୍ନ ମୋଡ଼ ନେଉଛି । ଏନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ଏହି ଘଟଣାକୁ ନେଇ ଆଜି ବିକ୍ଷୋଭ…

ଆଶ୍ଚର୍ଯ୍ୟ: ଶବ ନାହିଁ, ହେଲେ ରୀତିନୀତି ଅନୁଯାଇ ହେଲା ଶବଦାହ

ଭଦ୍ରକ: ୬ ଖଣ୍ଡ ବାଉଁଶରେ ବନ୍ଧା ହୋଇଛି କୋକେଇ । ବନ୍ଧୁ ବାନ୍ଧବ ସହିତ ସାହି ପଡିଶା ମଧ୍ୟ ଘର ସାମ୍ନାରେ ରୁଣ୍ଡ ହୋଇଛନ୍ତି । କୋକେଇ ଉପରେ ବନ୍ଦା ହୋଇଛି ପାଳ ଦଉଡି । ନାତି, ନାତୁଣୀ ମାନେ ଘିଅ ସଳିତା ଧରି ଜଳେଇବା ସହ ଶବକୁ ୪ କାନ୍ଦ ଦେଇ ଖଇ କଉଡ଼ି ପକେଇ ‘ରାମ ନାମ ସତ୍ୟ ହେ, ହରି ନାମ…

ଟ୍ରକ୍ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ

ଭଦ୍ରକ: ଭଦ୍ରକରେ ଝିପିଝିପି ବର୍ଷା ସହ କୋହଲା ପାଗ ଲାଗି ରହିଥିବା ବେଳେ ୧୬ନମ୍ୱର ଜାତୀୟ ରାଜପଥ ରାଣିତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ପିଟିଲା ଟ୍ରକ। ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ସୂଚନା ଅନୁସାରେ, ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ…

ମହଙ୍ଗା ପଡିଲା ଲାଞ୍ଚ ଟଙ୍କା, ଭିଜିଲାନ୍ସ ଜାଲରେ ଆରଆଇ ବାବୁ

ଭଦ୍ରକ: ଘରବାରି ପଟ୍ଟା କରାଇଦେବା ନାମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଂଥ ତହସିଲ କାର୍ଯ୍ୟାଳୟର ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନା । ଲାଞ୍ଚ ଟଙ୍କା ନେବାବେଳେ ସିଧାସଳଖ ମାଡିବସିଥିଲା ଭିଜିଲ୍ସ ଟିମ୍ । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ଶ୍ରୀ ଜେନାଙ୍କ…

ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା: ଜଳିବ ୭ ଫୁଟ୍ ଉଚ୍ଚତା ସହ ୧୩ ଫୁଟ୍ ଚଉଡାର ବିରାଟ ଦୀପ

ଭଦ୍ରକ: ଆସନ୍ତା ୨୨ ତାରିଖରେ ଭାରତର ଇତିହାସରେ ଯୋଡା ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଏହି ଦିନ ଅଯୋଧ୍ୟାର ବହୁପ୍ରତୀକ୍ଷିତ ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ନେଇ ବର୍ତ୍ତମାନ ସାରା ଭାରତ ଏବଂ ବିଶ୍ବରେ ଥିବା ହିନ୍ଦୁ ସମାଜ…