Latest Odisha News

BREAKING NEWS

ଆଉ ୬୨୨ ଡ଼ାକ୍ତରଙ୍କ ନିଯୁକ୍ତି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୯୩୮ ଜଣ ଡ଼ାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ । ତେବେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଆଉ ୬୨୨ ଜଣ ଡ଼ାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

ଏହାଫଳରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ୧୫୮୩ ଜଣ ନୂତନ ଏମ.ବି.ବି.ଏସ ଡ଼ାକ୍ତର ନିଯୁକ୍ତି ପାଇଲେ ।

ଏହି ପରିପ୍ରେକ୍ଷୀରେ ନୂତନ ଡ଼ାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇବା ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସେମାନେ ସଂପୂର୍ଣ୍ଣ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.