ଭୁୁବନେଶ୍ୱର: କରେନା ଲଢେଇ ହେଉଛି ଲମ୍ବା ଲଢେଇ । ଏହି ଲଢେ଼ଇ ପାଇଁ ରାଜ୍ୟବାସୀଙ୍କୁ ଆଗକୁ ଅଧିକ ସାବଧାନ ରହିବାକୁ ପଡିବ । ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ବର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି ।
କରୋନାକୁ ନିୟନ୍ତ୍ରଣ ନେଇ ଚାଲିଥିବା ଲଢେ଼ଇରେ ଓଡ଼ିଶା, ରାଜ୍ୟବାସୀଙ୍କ ସହଯୋଗ ଓ ତ୍ୟାଗ ଯୋଗୁଁ ସଫଳ ହୋଇଛି । ଏଥିରେ ପ୍ରତିଟି ରାଜ୍ୟବାସୀଙ୍କ ତ୍ୟାଗ, ପ୍ରତି ପରିବାରର ସହଯୋଗ, ମାଆ ମାନଙ୍କର ତ୍ୟାଗ ଏବଂ ନିଷ୍ଠା ରହିଛି ବୋଲି ନବୀନ କହିଛନ୍ତି ।
ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଗୁଣ ହୋଇ ୧୫ ହଜାରରେ ପହଂଚିଲାଣି । ମୃତ୍ୟୁ ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇ ୫ଶହ ଟପିଲାଣି । ତେବେ ୧୦ ଦିନ ତଳେ ଓଡ଼ିଶାରେ ପଜିଟିଭ କେସ୍ ୪୨ ଥିଲା ଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା । ଆଜି ପଜିଟିଭ କେସ୍ ୬୧ ହୋଇଛି । ରାଜ୍ୟବାସୀଙ୍କ ସହଯୋଗ ଓ ତ୍ୟାଗ ପାଇଁ ମହାମାରୀ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି ବୋଲି ନବୀନ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ପ୍ରତି ଜୀବନର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ।
BREAKING NEWS
- Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ; ୧୨ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ପୂର୍ବତନ ଡିଜିପି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍
- Drug Inspector Exam: ପ୍ରେମ ପାଇଁ ଧରାପଡିଗଲା ପେପର ଲିକ୍! ବ୍ରେକଅପ୍ ପରେ ସବୁ ଗୁମର ଖୋଲିଲେ ବୟଫ୍ରେଣ୍ଡ୍
- ସିନ୍ଧେକେଲାରେ ସଶସ୍ତ୍ର ଡକାୟତି, ୫ କେଜିର ସୁନା ଓ ରୂପା ଗହଣା ଜବତ
- China’s Monster Dam: ନେପାଳ ବିପର୍ଯ୍ୟୟ ପରେ ଚିନ୍ତା ବଢ଼ାଇଲା ଚୀନର ‘ଓ୍ବାଟର ବୋମା’! ଭାରତ ପାଇଁ ବଡ଼ ବିପଦର ସଙ୍କେତ?
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
- ନେପାଳରେ ଓଡ଼ିଆ ଖେଳାଳି ସୁରକ୍ଷିତ: ମନ୍ତ୍ରୀ
- ନୂଆ ପରିବହନ ନୀତିକୁ ନେଇ ଚର୍ଚ୍ଚା: ବାତିଲ୍ ହେବ ୨୦ ଲକ୍ଷ ଗାଡ଼ିର ଆର୍ସି
- କାନପୁରରେ ବଡ଼ ବିମାନ ଦୁର୍ଘଟଣା: ତାଲିମପ୍ରାପ୍ତ ୨ ପାଇଲଟଙ୍କ ମୃତ୍ୟୁ
- ଯାତ୍ରା କଳାକାର ପୀୟୁଷ ତ୍ରିପାଠି ଅସୁସ୍ଥ, ମଞ୍ଚ ଉପରେ ପଡ଼ିଗଲେ..

Comments are closed.