ଭୁବନେଶ୍ୱର: ଆକ୍ସନ ମୁଡରେ କମିଶରେଟ ପୋଲିସ । ରାଜଧାନୀର ବିଭିନ୍ନ ବାରରେ ରାତି ଅଧିଆ ରେଡ୍ । ଗତକାଲି ରାତିରେ ଅଚାନକ ଚଢ଼ାଉ କରିଛି କମିଶନରେଟ ପୋଲିସ । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ଟି ବାରକୁ ସିଲ୍ କରାଯାଇଛି । କଟକ ରୋଡରେ ଥିବା ସ୍ୱାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଅଜିତ୍ ଓ ମେଡବୁଲ ପବକୁ ସିଲ କରାଯାଇଛି ।
ସିଲ ହୋଇଥିବା ବାର ଏବଂ ର ଗ୍ରାହକଙ୍କଠାରୁ ୩୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବାରରେ ମଦ ବିକ୍ରି ପାଇଁ ଅନୁମତି ଥିଲା । କିନ୍ତୁ ଗ୍ରାହକଙ୍କୁ ବସାଇ ମଦ ପରିବେଷଣ କରାଯାଉଥିଲା । ଗତକାଲି ଖାରବେଳନଗର, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, କ୍ୟାପିଟାଲ, ସହିଦନଗର ଓ ଇନଫୋସିଟି ଥାନା ଅଞ୍ଚଳରେ ଥିବା ୨୦ରୁ ଅଧିକ ବାରରେ ଚଢଉ ହୋଇଥିବା ଜଣାପଡିଛି ।
BREAKING NEWS
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
Comments are closed.