Latest Odisha News

BREAKING NEWS

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କରୋନା

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ । ଏନେଇ ନିଜେ ଟ୍ବିଟ୍ କରି ସୂଚନା ଦେଲେ ନରସିଂହ ମିଶ୍ର । ଆରଟିପିସିଆର ରିପୋର୍ଟରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । କରୋନା ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ନରସିଂହ ମିଶ୍ର ।

Leave A Reply

Your email address will not be published.