ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍ ପ୍ରାର୍ଥନା କରାଯିବ । ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ଲଢିବାକୁ ଆହ୍ବାନ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
BREAKING NEWS
- Russia and China In Middle East Conflict: କ’ଣ ଯୁଦ୍ଧରେ ଇରାନକୁ ସାହାଯ୍ୟ କରୁଛନ୍ତି ରୁଷ ଏବଂ ଚୀନ୍? ବୈଦେଶିକ ମନ୍ତ୍ରୀ ଦେଲେ ବଡ଼ ବୟାନ…
- US Strike On Iranian Warship: ଭାରତ ମହାସାଗର କ’ଣ ଭାରତର? ଇରାନୀ ଯୁଦ୍ଧଜାହାଜ ଉପରେ ଆମେରିକାର ଆକ୍ରମଣ କାହିଁକି ସୃଷ୍ଟି କରିଛି ବିବାଦ?
- Assam Su-30MKI crash: SU-30MKI ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ୍ ଦୁଇ ପାଇଲଟ, ମୃତଦେହ ଉଦ୍ଧାର
- ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ: ୧୦୦ରୁ ଅଧିକ ଗ୍ରାମବାସୀଙ୍କ ତାଣ୍ଡବ
- ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ: ଦୁବାଇର ଜନବସତି ଅଞ୍ଚଳରେ ଇରାନର ମିସାଇଲ୍ ମାଡ଼
- ଓଡିଶା ଗସ୍ତରେ ଗୃହମନ୍ତ୍ରୀ: ଭୁବନେଶ୍ବର-କଟକର ଏକାଧିକ କାର୍ଯ୍ୟକ୍ରମରେ ଦେବେ ଯୋଗ
- ନିଖୋଜ ସୁଖୋଇ-୩୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ
- Weather Update: ବଦଳିବ ପାଗ: ଆଗକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
- Ashmolean Museum: ଏହି ସ୍ୱତନ୍ତ୍ର ୫୦୦ବର୍ଷ ପୁରୁଣା ପ୍ରତିମା ଇଂଲଣ୍ଡରୁ ଫେରିଲା; ତାମିଲନାଡୁର ଏକ ମନ୍ଦିରରେ ସ୍ଥାପନ କରାଯିବ
- ଟି୨୦ ବିଶ୍ୱକପ ଫାଇନାଲରେ ଭାରତ: ପୁଣି କମାଲ କଲେ ସଞ୍ଜୁ, ବ୍ୟର୍ଥ ହେଲା ବେଥେଲଙ୍କ ଶତକ
Comments are closed.