Latest Odisha News

BREAKING NEWS

କୋଲକାତାରେ ଓୱେସୀ ନିର୍ବାଚନ ରାଲୀଙ୍କୁ ନାଁ

କୋଲକତା: ଅସାଉଦ୍ଦିନ ଓୱେସୀ ଏବଂ ତାଙ୍କ ପାର୍ଟି ଏଆଇଏମଆଇଏମକୁ ଗୁରୁବାର ଝଟକା ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନ ପରିପ୍ରେକ୍ଷୀରେ ସେ ରାଲୀ କରିବାକୁ ଚାହୁଁଥିଲେ ମଧ୍ୟ କୋଲକତା ପୋଲିସ ଏଥିପାଇଁ ଅନୁମତି ଦେଇ ନାହାନ୍ତି । କୋଲକାତାର ମେତିଆବ୍ରୁଜରେ ଓୱେସୀଙ୍କ ରାଲି ହେବାକୁ ଥିଲା ।

୧୦ ଦିନ ପୂର୍ବରୁ ପାର୍ଟି ଏଥିପାଇଁ ଆବେଦନ କରିଥିଲେ ମଧ୍ୟ କାହିଁକି ଅନୁମତି ଦିଆଗଲା ନାହିଁ ତାହା ବୁଝି ପାରୁ ନାହିଁ ବୋଲି ପାର୍ଟିର ସମ୍ପାଦକ ଜାମୀରୁଲ ହାସନ କହିଛନ୍ତି । ଟିଏମସିକୁ ଡରି ଆମେ ପଛକୁ ହଟିବା ପ୍ରଶ୍ନ ଉଠୁ ନାହିଁ । ଖୁବ୍ ଶୀଘ୍ର ପାର୍ଟି ତାର ନୂତନ ରଣନୀତି ପ୍ରସ୍ତୁତ କରିବ ବୋଲି ଓୱେସୀ କହିଛନ୍ତି ।

Leave A Reply

Your email address will not be published.