Latest Odisha News

BREAKING NEWS

ମଧ୍ୟରାତ୍ରୀ ଯାଏଁ ବାଜିବ ଟ୍ଵିନସିଟିରେ ମାଇକ୍ !

ଭୁବନେଶ୍ବର: ଟ୍ଵିନସିଟିରେ ମଧ୍ୟରାତ୍ରୀ ଯାଏଁ ବାଜିବ ମାଇକ୍ । ଶାରଦୀୟ ଦୁର୍ଗାପୂଜା ଅବସରରେ କଟକ ଓ ଭୁବନେଶ୍ୱରର ପୂଜା କମିଟି ଗୁଡିକକୁ ମଧ୍ୟରାତ୍ରୀ ଯାଏଁ ମାଇକ୍ ବଜାଇବାକୁ ଅନୁମତି ପ୍ରଦାନ କରିଛନ୍ତି କମିଶନରେଟ ପୋଲିସ ।

BjdElectrycity

ଏନେଇ ଟ୍ଵିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ରାତି ୧୦ଟା ଯାଏଁ ମାଇକ୍ ବଜାଇବାକୁ ପୂଜା କମିଟି ଗୁଡିକକୁ ଅନୁମତି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.