Latest Odisha News

BREAKING NEWS

Browsing Tag

Twincity Commissioner

ମଧ୍ୟରାତ୍ରୀ ଯାଏଁ ବାଜିବ ଟ୍ଵିନସିଟିରେ ମାଇକ୍ !

ଭୁବନେଶ୍ବର: ଟ୍ଵିନସିଟିରେ ମଧ୍ୟରାତ୍ରୀ ଯାଏଁ ବାଜିବ ମାଇକ୍ । ଶାରଦୀୟ ଦୁର୍ଗାପୂଜା ଅବସରରେ କଟକ ଓ ଭୁବନେଶ୍ୱରର ପୂଜା କମିଟି ଗୁଡିକକୁ ମଧ୍ୟରାତ୍ରୀ ଯାଏଁ ମାଇକ୍ ବଜାଇବାକୁ ଅନୁମତି ପ୍ରଦାନ କରିଛନ୍ତି କମିଶନରେଟ ପୋଲିସ । ଏନେଇ ଟ୍ଵିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା…

ଟ୍ୱିନ୍ ସିଟି ପୋଲିସ କମିଶନର୍ ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର୍ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ…