ଭୁବନେଶ୍ୱର: ରାଜ୍ୟରେ ଆଉ ବଢ଼ିନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି । ରାଜ୍ୟରେ ଏଯାବତ୍ ୩ହଜାର ୪୭୪ ଜଣ ପଞ୍ଜୀକରଣ କରିଛନ୍ତି । ୭୬ ଜଣ ସନ୍ଦିଗ୍ଧ ନଜରରେ ରହିଛନ୍ତି । ଆଉ ୭୬ଟି ନମୁନା ମଧ୍ୟରୁ ଏବେ ବି ୨ ପଜିଟିଭ୍ ରହିଥିବାବେଳେ ଅନ୍ୟ ସବୁ ନେଗେଟିଭ୍ ରହିଛି।
ସୂଚନା ଅନୁସାରେ, ବର୍ତ୍ତମାନ ଯାଏ କରୋନାରେ ୧୮୮ଟି ଦେଶ ସଂକ୍ରମିତ ହୋଇଛି । ୩ଲକ୍ଷ ୮ହାଜର ୫୬୪ ଜଣ ଆକ୍ରାନ୍ତ ହେଲେଣି । ସେହିଭଳି ୫ ଟି ବହୁ ସଂକ୍ରମିତ ଦେଶ ମଧ୍ୟରେ ରହିଛନ୍ତି ଚୀନ, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍ ଏବଂ ଜର୍ମାନୀ । ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହିଁଛି ବୋଲି ବାଗଚୀ ସୂଚନା ଦେଇଛନ୍ତ ।
BREAKING NEWS
- ୭ ଦିନରେ ରାଜଧାନୀବାସୀ ପିଇଗଲେ ୩୨ କୋଟିର ମଦ
- ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…
- ବରୋଦା-ହାଇଦ୍ରାବାଦ ମ୍ୟାଚରେ ୫ ଶତକ, ଲିଷ୍ଟ ଏ କ୍ରିକେଟରେ ରେକର୍ଡ
- Odia Film: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’
- Chilika Bird Festival: ଜାନୁଆରୀ ୬ ରୁ ୮ ପର୍ଯ୍ୟନ୍ତ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ…
- ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ହେବ ପୁନଃ ଜୀବନ୍ତ, ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ…
- ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ
- ଫେବୃଆରୀ ୧ରୁ ପାନ୍ ମସଲା, ସିଗାରେଟ୍, ବିଡି ମହଙ୍ଗା
- New Nac: ଏନଏସି ଗଠନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା…
- ୨୦୨୬ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ
Comments are closed.