ଉହାନ: ପ୍ରାୟ ୪ ମାସ ପରେ ଉଠିଲା ଲକ୍ ଡାଉନ । କୋହଲା ହେଲା କଟକଣା । ରାସ୍ତାରେ ଗଡିଲା ବସ୍ । କରୋନାର କେନ୍ଦ୍ର ସ୍ଥଳ ଚୀନ୍ର ଉହାନରେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି । ପ୍ରାୟ ୩ ମାସ ହେବ ଜାରି ଅବରୋଧ ହଟାଇବା ପାଇଁ ମଙ୍ଗଳବାର ନିଷ୍ପତି ନିଆଯାଇଥିଲା । ଏହାପରେ ବୁଧବାର ଅର୍ଥାତ ଆଜି ସକାଳୁ ବସ୍ ଚଳାଚଳ କରିଛି । ଦୋକାନ ବଜାର ସବୁ ଖୋଲା ହୋଇଥିବା ଦେଖିବାକୁ ମିଳିଛି ।
ସେପଟେ ଚୀନ୍ରେ କରୋନା ସମ୍ପର୍କିତ ଆଉ ୪୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ସମସ୍ତ ସଂକ୍ରମିତ ବିଦେଶ ଫେରନ୍ତା ବୋଲି ଜଣାପଡିଛି । ଅନ୍ୟପଟେ ଚୀନ୍ ଜାତୀୟ ସ୍ୱାସ୍ଥ୍ୟସେବା ଏନ୍ଏଚ୍ସି ଅନୁସାରେ ହୁବେଇ ଓ ଉହାନରୁ କୋଭିଡ-୧୯ର ଗୋଟିଏ ବି ନୂଆ ଅଭିଯୋଗ ଆସି ନାହିଁ । କିନ୍ତୁ ଉହାନରେ ଏବେବି ଲୋକେ ଘରୁ ବାହାରକୁ ବାହାରିଲେ ମଧ୍ୟ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି ।
BREAKING NEWS
- ବ୍ରହ୍ମପୁତ୍ରରେ ଓଲଟିଲା ଡଙ୍ଗା; ଶିଶୁଙ୍କ ସମେତ ୬ ନିଖୋଜ
- କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ
- Mamata Kulkarni: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ
- କେନ୍ଦ୍ର ବଜେଟ୍ ୨୦୨୬-୨୭; ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା
- Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ
- Hardcore Maoist Azad: କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ
- ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର
- ଭାରତର ପ୍ରଥମ FRP ଆଲୁମିନିୟମ ୟୁନିଟ୍ ସମ୍ବଲପୁରରେ ଉଦଘାଟିତ
- ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର…
Comments are closed.