Latest Odisha News

BREAKING NEWS

ଓଡ଼ିଶାର ଆଉ ୩ ଜିଲ୍ଲାକୁ ବ୍ୟାପିଲା ମହାମାରୀ କରୋନା; ୧୨୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାର ଆଉ ତିନୋଟି ଜିଲ୍ଲାକୁ ବ୍ୟାପିଲା ମହାମାରୀ କରୋନା । ଝାରସୁଗୁଡା, କେନ୍ଦୁଝର ଓ ଦେଓଗଡ଼ ଆଦି ଜିଲ୍ଲାରେ ବୁଧବାର ଦିନ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଛି ।

ଏହାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.