Latest Odisha News

BREAKING NEWS

ବଲାଙ୍ଗୀରରେ ଭୁଶୁଡ଼ିଲା ନିର୍ମାଣଧୀନ ବ୍ରିଜ: ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ ମୁଦଲସର ଅଞ୍ଚଳରେ ଭୁଶୁଡି ପଡିଛି ଏକ ନିର୍ମାଣଧୀନ ବ୍ରିଜ । ଏହି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ଏହି ବ୍ରିଜ ଭୁଶୁଡ଼ି ପଡିଛି। ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ବ୍ରିଜଟି ଭୁଶୁଡ଼ିଥିବା ଜଣାପଡିଛି। ପୂର୍ବରୁ ଏହି ବ୍ରିଜଟିରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.