ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨୬ ରେ ପହଞ୍ଚିଲାଣି।
ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ରହିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା…
ମହାରାଷ୍ଟ୍ର: ଦେଶରେ ସର୍ବାଧିକ ମାମଲା ସହ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮୧୭ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩୦୧ ଛୁଇଁଛି ।
ତାମିଲନାଡୁ: ଆକ୍ରାନ୍ତ-୧୭୫୫, ମୃତକ- ୨୨
ଦିଲ୍ଲୀ: ଆକ୍ରାନ୍ତ-୨୫୧୪, ମୃତକ- ୫୩
କେରଳ: ଆକ୍ରାନ୍ତ- ୪୫୧, ମୃତକ-୩
ଆନ୍ଧ୍ରପ୍ରଦେଶ: ଆକ୍ରାନ୍ତ-୧୦୬୧, ମୃତକ-୩୧
ତେଲେଙ୍ଗାନା: ଆକ୍ରାନ୍ତ-୯୮୪, ମୃତକ- ୨୬
ରାଜସ୍ଥାନ: ଆକ୍ରାନ୍ତ-୨୦୩୪, ମୃତକ-୨୭
ଉତ୍ତରପ୍ରଦେଶ: ଆକ୍ରାନ୍ତ-୧୭୭୮, ମୃତକ- ୨୬
କର୍ଣ୍ଣାଟକ: ଆକ୍ରାନ୍ତ-୪୮୯, ମୃତକ-୧୮
ମଧ୍ୟପ୍ରଦେଶ: ଆକ୍ରାନ୍ତ-୧୯୫୨, ମୃତକ- ୯୨
ଗୁଜୁରାଟ: ଆକ୍ରାନ୍ତ-୨୮୧୫ , ମୃତକ-୧୨୭
ଜାମ୍ମୁ କାଶ୍ମୀର: ଆକ୍ରାନ୍ତ-୪୫୪, ମୃତକ-୫
ପଶ୍ଚିମବଙ୍ଗ: ଆକ୍ରାନ୍ତ-୫୭୧, ମୃତକ-୧୮
ହରିୟାଣା: ଆକ୍ରାନ୍ତ-୮୪, ମୃତକ-୧
ପଞ୍ଜାବ: ଆକ୍ରାନ୍ତ-୨୯୮, ମୃତକ-୧୭
ବିହାର: ଆକ୍ରାନ୍ତ-୨୨୮, ମୃତକ-୨
ଚଣ୍ଡିଗଡ଼: ଆକ୍ରାନ୍ତ-୨୮, ମୃତକ-୦
ଆସାମ: ଆକ୍ରାନ୍ତ-୩୬, ମୃତକ-୦
ଲଦାଖ: ଆକ୍ରାନ୍ତ-୨୦, ମୃତକ-୦
ଆଣ୍ଡାମାନ ଏବଂ ନିକୋବର: ଆକ୍ରାନ୍ତ- ୨୭, ମୃତକ-୦
ଉତ୍ତରାଖଣ୍ଡ: ଆକ୍ରାନ୍ତ-୪୮, ମୃତକ- ୦
ଛତିଶଗଡ ଆକ୍ରାନ୍ତ- ୧୦, ମୃତକ-୦
ହିମାଚଳ ପ୍ରଦେଶ: ଆକ୍ରାନ୍ତ-୩୬, ମୃତକ-୨
ଗୋଆ: ଆକ୍ରାନ୍ତ-୭, ମୃତକ-୦
ଓଡ଼ିଶା: ଆକ୍ରାନ୍ତ-୧୦୩, ମୃତକ-୦
ପୁଡୁଚେରୀ: ଆକ୍ରାନ୍ତ-୭, ମୃତକ-୦
ମଣିପୁର: ଆକ୍ରାନ୍ତ-୨, ମୃତକ-୦
ଝାଡ଼ଖଣ୍ଡ: ଆକ୍ରାନ୍ତ-୬୦, ମୃତକ-୦୩
ମିଜୋରାମ: ଆକ୍ରାନ୍ତ-୧, ମୃତକ-୦
ଅରୁଣାଚଳ ପ୍ରଦେଶ: ଆକ୍ରାନ୍ତ-୧, ମୃତକ-୦
ନଗଲାଣ୍ଡ: ଆକ୍ରାନ୍ତ-୧, ମୃତକ- ୦
Comments are closed.