Latest Odisha News

କରୋନାରେ ଆକ୍ରାନ୍ତ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଲଣ୍ଡନ: ବିଟ୍ରେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ଏନେଇ ଶୁକ୍ରବାର ସକାଳେ ଟ୍ୱିଟ କରି ଜଣାଇଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି, “ଗତ ୨୪ ଘଣ୍ଟା ହେବ ମୋର ସମାନ୍ୟ ଲକ୍ଷଣ ଦେଖାଦେଇଛି ଏବଂ କରୋନାଭାଇରସ ପାଇଁ ରିପୋର୍ଟ ପଜିଟିଭ ଆସିଛି । ମୁଁ ନିଜକୁ ଆଇସୋଲେସନରେ ରଖିଛି । କିନ୍ତୁ ମୁଁ ଭିଡିଓ କଂଫ୍ରେନ୍ସ ମାଧ୍ୟମରେ ସରକାରର ପ୍ରତିନିଧିତ୍ୱ ଜାରି ରଖିବି । ଆମେ ଏହି ଭାଇରସ ସହ ଲଢ଼ୁଛେ । ଆମେ ମିଳିମିଶି ଏହାକୁ ହରାଇବା । ଘରେ ରୁହନ୍ତୁ, ଜୀବନ ବଞ୍ଚାନ୍ତୁ ।”

Leave A Reply

Your email address will not be published.