Latest Odisha News

BREAKING NEWS

କେଉଁ ଜଳବାୟୁରେ ଅଧିକ ସକ୍ରିୟ ରହୁଛି କରୋନା ଭୂତାଣୁ, ଜାଣନ୍ତୁ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱ ଛଟପଟ । ଏଯାଏଁ ଏହାର କୌଣସି ପ୍ରତିକାର ବାହାରି ନଥିଲେ ମଧ୍ୟ ନିଜସ୍ୱ ସତର୍କତା ହିଁ ଏଥୁରୁ ମୁକ୍ତି ପାଇବାର ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି ।

ତେବେ ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି ଯେ, କରୋନାଭାଇରସ୍ ଭୁତାଣୁ (କୋଭିଡ-୧୯) ଗରମ ଏବଂ ଆର୍ଦ୍ର ଜଳବାୟୁ ସହ ଶୁଷ୍କ ଏବଂ ଶୀତଳ ଦେଶମାନଙ୍କରେ ବ୍ୟାପିଛି ଅଧିକ ବ୍ୟାପିବାରେ ଲାଗିଛି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକେ କହିଥିଲେ ଯେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ପରେ ଏହି ଜୀବାଣୁ କମିଯିବ । କିନ୍ତୁ ଏହା ଏକ ଗୁଜବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.