ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନାକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର । ଏଥିସହ ଦିଲ୍ଲୀର ସମସ୍ତ ସିନେମା ହଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି ।
ସେ କହିଛନ୍ତି ଯେ, କରୋନା ଭାଇରସର ସଂକ୍ରମଣକୁ ଦେଖି ଦିଲ୍ଲୀର ସମସ୍ତ ସିନେମା ହଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହ ଯେଉଁ ସ୍କୁଲ ଏବଂ କଲେଜର ପରୀକ୍ଷା ସରିଛି, ତାକୁ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସଂଖ୍ୟା ଏବେ ୭୩ରେ ପହଂଚିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ସଚେତନତା ମୂଳକ ଏଭଳି ପଦକ୍ଷେପ ନେଇଛନ୍ତି ।
BREAKING NEWS
- ଲୁଗା ବ୍ୟବସାୟୀଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ, ବର୍ତ୍ତିଗଲେ ପରିବାରର ୯ଜଣ
- ଆଜିଠୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା, ଏଆଇ ନଜରରେ ସମସ୍ତ ପରୀକ୍ଷାକେନ୍ଦ୍ର
- ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ
- HitAndRun:ବାଇକ୍-ପିକଅପ୍ ମୁହାଁମୁହିଁ;ଜଣେ ମୃତ, ଗୁରୁତର ହସ୍ପିଟାଲରେ ଭର୍ତ୍ତି
- Bee Corridors: ଜାତୀୟ ରାଜପଥ ପାର୍ଶ୍ୱରେ ‘ମହୁମାଛି କରିଡର’ ବିକଶିତ କରିବ NHAI
- Skywalk in Bhubaneswar: ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍
- ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା,୨୪ ଘଣ୍ଟାରେ ଧରାହେଲେ ଅଭିଯୁକ୍ତ;ରୂପା,ସୁନା ସହ…
- ଅପରାଜେୟ ସହ ଗ୍ରୁପ ପର୍ଯ୍ୟାୟ ଶେଷ କଲା ଟିମ ଇଣ୍ଡିଆ
- ଶୋଚନୀୟ ସ୍ଥିତିରେ ପାକିସ୍ତାନ; ହୋଟେଲ ବିଲ୍ ପାଇଁ ବିଦେଶରେ ବାସନ ମାଜିଲେ ଖେଳାଳି
- ମୁଁ ଭାରତ କେବେ ଫେରିବି କହିହେବ ନାହିଁ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା
Comments are closed.