ପୁରୀ : ପୁରୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୁରୀର ଏକ ହୋଟେଲରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ | ସିଟି ରୋଡ଼ ସ୍ଥିତ ଘରୋଇ ହୋଟେଲରେ ଘଟିଛି ଏ ଘଟଣା | ଉଭୟ ବିଷ ପାନ କରିଥିବା ସୂଚନା | ଉଭୟଙ୍କୁ ହୋଟେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି | ତେବେ ପ୍ରେମିକର ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତାକୁ କଟକ ରେଫର କରାଯିବା ନେଇ ସୂଚନା ମିଳିଛି |ବର୍ତ୍ତମାନ ସୁଦ୍ଧା ପ୍ରେମୀଯୁଗଳଙ୍କ ପରିଚୟ ମିଳିନଥିବା ବେଳେ ଏନେଇ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
BREAKING NEWS
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା
- ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ
- ଏଥର ଆଗୁଆ ମିଳିବ ପାଣିପାଗ ସୂଚନା, ଉଦ୍ଘାଟନ ହେଲା ଡପଲର ୱେଦର ରାଡାର କେନ୍ଦ୍ର
- ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ
- Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!
- Bengaluru Woman Died: ଚକୋଲେଟ୍ ଖାଇଲେ, ଗାଧୋଇ ଗଲେ…କିଛି ମିନିଟ୍ ପରେ ଚାଲିଗଲା ଜୀବନ!
- ଶଙ୍ଖ ନଦୀରେ ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା,ଚାଲିଗଲା ୩ ଜୀବନ
- Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…
- ଭାରତୀୟ ଜାହାଜ ସହ ଧକ୍କା ହେଲା ପାକିସ୍ତାନୀ ଜାହାଜ, ନିନ୍ଦା କଲା…
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା

Comments are closed.