Latest Odisha News

BREAKING NEWS

କୋଭାକ୍ସିନକୁ ମିଳିବ ‘ହୁ’ ର ଅନୁମତି!

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିପାରେ ହୁର ଅନୁମତି। କୋଭାକ୍ସିନର ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଭରତ ବାୟୋଟେକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନକୁ ଅପେକ୍ଷା କରିଥିବାବେଳେ WHO ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ବାମୀନାଥନ୍‌ କହିଛନ୍ତି ଯେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ତଥ୍ୟ ଉତ୍ସାହଜନକ ରହିଛି ଏବଂ ଏହାକୁ ଅଗଷ୍ଟ ମଧ୍ୟରୁ ଶେଷ ଭାଗ ମଧ୍ୟରେ ହୁର ଅନୁମୋଦନ ମିଳିପାରେ।

ନିକଟରେ ଏକ ସାକ୍ଷାତକାରରେ ସ୍ବାମୀନାଥନ୍‌ କହିଛନ୍ତି ଯେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟରେ ଭଲ ଫଳାଫଳ ଦେଖାଯାଉଛି। ଏହାର କାର୍ଯ୍ୟକାରିତା ଏବଂ ସୁରକ୍ଷା ପ୍ରୋଫାଇଲ୍ WHOର ମାନଦଣ୍ଡକୁ ପୂରଣ କରୁଛି।

Comments are closed.