Latest Odisha News

BREAKING NEWS

Browsing Tag

covaxin

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି । କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା…

କୋଭାକ୍ସିନକୁ ‘ହୁ’ର ମଞ୍ଜୁରୀ ପରେ ମୋଦୀ ସରକାର ନେଲେ ଏହି ବଡ ପଦକ୍ଷେପ

ନୂଆଦିଲ୍ଲୀ: ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପାଇବା ପରେ କୋଭାକ୍ସିନକୁ ଅଧିକ ଦେଶରେ ମାନ୍ୟତା ଦେବା ପାଇଁ ଭାରତ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛି। ଏଥିପାଇଁ ସେହି ଦେଶମାନଙ୍କ ସହ ଆଲୋଚନା ଚାଲିଛି। ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଦେଶରେ…

ଆମେରିକାରେ ୨ରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭାକ୍ସିନ ଦେବା ନେଇ ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : କୋଭାକ୍ସିନକୁ ନେଇ ପୁଣି ଖୁସି ଖବର । ଆମେରିକାରେ ୨ରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭାକ୍ସିନ ଦେବା ନେଇ ଖୁବଶୀଘ୍ର ଆସିପାରେ ନିଷ୍ପତ୍ତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ସକାଶେ ଆମେରିକା ଔଷଧ ଓ ଖାଦ୍ୟ ପ୍ରଶାସନ ବା ଏଫଡିଏ ନିକଟରେ ଆବେଦନ କରିଛି ଭାରତ…

କେବେ ମିଳିବ କୋଭାକ୍ସିନକୁ ‘ହୁ’ ର ମଞ୍ଜୁରୀ? ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: କେବେ ମିଳିବ କୋଭାକ୍ସିନକୁ ହୁର ମଞ୍ଜୁରୀ? ଆଜି ଆସିପାରେ ନିଷ୍ପତ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଏକ ସ୍ବତନ୍ତ୍ର ବୈଠକ ଜରିଆରେ ଭାରତ ବାୟୋଟେକ୍ ଆଣ୍ଟି-କୋଭିଡ୍ ଟିକା କୋଭାକ୍ସିନ୍ ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇପାରେ। ଏହି…

କୋଭାକ୍ସିନ୍‌ ନେଇଥିବା ଭାରତୀୟମାନେ ଏବେ ଅଷ୍ଟ୍ରେଲିଆ ଯାଇପାରିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପର୍ଯ୍ୟଟକଙ୍କ ଟିକାକରଣ ସମ୍ବଦ୍ଧୀୟ ଅନୁମୋଦିତ ଟିକା ତାଲିକାରେ ଅଷ୍ଟ୍ରେଲିଆ ସରକାର ଭାରତ ବାୟୋଟେକରେ କୋଭିଡ୍ ୧୯ ଟିକା କୋଭାକ୍ସିନକୁ ଅନ୍ତର୍ଭୁକ୍ତ କରିଛନ୍ତି । ତେଣୁ କୋଭାକ୍ସିନ ନେଇ ଭାରତୀୟମାନେ ଏବେ ଅଷ୍ଟ୍ରେଲିଆ ଯାଇପାରିବେ।ଏନେଇ ଅନୁମତି ମିଳିଛି । ଗତ…

କୋଭାକ୍ସିନ ଟିକାକୁ ଆଜି ମିଳିପାରେ ଡବ୍ଲୁଏଚଓର ଅନୁମୋଦନ

ଭାରତର କୋଭାକ୍ସିନ ଟିକାକୁ ଆଜି ଅନୁମୋଦନ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ଆଜି ଡବ୍ଲୁଏଚଓ ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି । ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ବିଚାର କରିବ ଏହି କମିଟି ।…

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି!; ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିବ କି ହୁର ଅନୁମତି! ଏ ନେଇ ଆସନ୍ତା ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ଆସିପାରେ। ଆସନ୍ତା ସପ୍ତାହ ସୁଦ୍ଧା ଭାରତ ବାୟୋଟେକ୍ ର କୋଭାକ୍ସିନ ପାଇଁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ…

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି! ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଅନୁମତି ପ୍ରଦାନ ପ୍ରସଙ୍ଗରେ ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁର ଏକ ବିଶେଷଜ୍ଞ ଦଳ ଏକ ବୈଠକ କରିବେ। ହାଇଦ୍ରାବାଦ ଭିତ୍ତିକ ଟିକା ନିର୍ମାତା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା…

କୋଭାକ୍ସିନକୁ କେବେ ମିଳିବ ‘ହୁ’ର ଅନୁମତି?; ବିଳମ୍ବରେ ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ଭରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) କୁ ଆହୁରି ବିଳମ୍ବ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ରିପୋର୍ଟ ଅନୁଯାୟୀ ଯେ ବିଶ୍ୱ ସ୍ୱାସ୍ଥ୍ୟ ୱାଚଡଗ୍ ଭାରତ ବାୟୋଟେକକୁ ଅଧିକ…

୫ ସୁଦ୍ଧା କୋଭାକ୍ସିନ୍ ଅନୁମୋଦନକୁ ନେଇ ଆସିପାରେ ‘ହୁ’ର ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଟିକା ପାଇଁ 'ହୁ' ଅନୁମୋଦନର ସମୟ ସୀମା ବୃଦ୍ଧି ପାଇବାରେ ଲାଗିଛି। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଏହାର ସ୍ବଦେଶୀ କରୋନା ଟିକା 'କୋଭାକ୍ସିନ୍' ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବହୁ ପ୍ରତୀକ୍ଷିତ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) କୁ…