ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱରର ସୁନ୍ଦରପଦା ଅଂଚଳ । କପିଳ ପ୍ରସାଦ ଓ ଏବରଙ୍ଗ ସମେତ ପୁରା ସୁନ୍ଦରପଦା ଅଂଚଳକୁ ସିଲ୍ କରାଯାଇଛି । ରବିବାର କପିଳ ପ୍ରସାଦ ଅଂଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୁନ୍ଦରପଦା ମ୍ୟୁନିସିପାଲଟି ହସ୍ପିଟାଲ ଛକଠାରୁ କାଳୁଆଶୁଣି ମନ୍ଦିର, କାଳୁଆଶୁଣି ମନ୍ଦିରରୁ ଟାଟା ପ୍ରୋଜେକ୍ଟ ଏସ୍ଇଟିପି ସେହିପରି ଟାଟା ପ୍ରୋଜେକ୍ଟ ଏସ୍ଇଟିପି ଠାରୁ ସରକନ୍ତରା ନ୍ୟୁ କଲର୍ଭଟ ଯାଏଁ ସିଲ୍ ହୋଇଛି । ଏହି ପୁରା ଅଂଚଳକୁ ଅବରୋଧ ଘୋଷଣା କରାଯାଇଛି । ଏହି ଅଂଚଳ ଦେଇ ପ୍ରବେଶ ଓ ପ୍ରସ୍ଥାନ ମନା ହୋଇଛି ।
କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଦେଲେ ଆଉ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଘରୁ ପଦାକୁ ବାହାରିବା ପାଇଁ ସମସ୍ତ ଅଂଚଳବାସୀଙ୍କୁ ମନା କରାଯାଇଛି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

Comments are closed.