Latest Odisha News

ଢେଙ୍କାନାଳରେ ୮୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଢେଙ୍କାନାଳ: ଶନିବାର ଦିନ ଆଉ ୬୯ ପଜିଟିଭ ସହ ୮୬୩ ଛୁଇଁଛି ମୋଟ ପଜିଟିଭ ସଂଖ୍ୟା । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଚିହ୍ନଟ ସମସ୍ତ ପଜିଟିଭ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୩ ଜଣ ଭୁବନ ବ୍ଲକରୁ ରିପୋର୍ଟ ହୋଇଛନ୍ତି।

ଭୁବନ ଏନଏସିରୁ ୩୦ ଜଣ, ଅସୁରବନ୍ଧରୁ ୨୮ ଜଣ, ଗନ୍ଦିଆ ବ୍ଲକରୁ ୬ ଜଣ, ମୃଦଙ୍ଗ, ଡେଙ୍ଗବାହାଳି ରୁ ୨ ଜଣ ଲେଖାଏଁ ଦର୍ଜନୀ ଏବଂ ମହଲପାଲ ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଢେଙ୍କାନାଳରୁ ଜଣଙ୍କର ମୃତ୍ୟୁ ସହ ୫୦୦ ଜଣ ଆରୋଗ୍ୟ ଲାଭ କଲେଣି ।

Comments are closed.