କୋଭିଡ-୧୯ ଲକଡାଉନ; କଟକରେ ଔଷଧର ହୋମ ଡେଲିଭରି ଆରମ୍ଭ ଓଡିଶାକରୋନା ଅପଡ଼େଟ୍ଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Mar 31, 2020 Share କଟକ: କୋଭିଡ-୧୯ର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବା ବେଳେ କଟକ ମ୍ୟୁନସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ଔଷଧ ଗୁଡିକର ହୋମ୍ ଡେଲିଭରି ସେବା ଆରମ୍ଭ କରାଯାଉଛି । ନିମ୍ନରେ ମେଡିସିନ୍ ଷ୍ଟୋର ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି, ଜାଣନ୍ତୁ… Share
Comments are closed.