ଗଜପତି: ହାତ ନ ଧୋଇଲେ ଗାଁକୁ ଆସିବା ମନା । ବିନା ହାତ ଧୁଆରେ କେହି ବି ପସି ପାରିବେନି ଗାଁ ଭିତରକୁ । କରୋନା ଭୂତାଣୁକୁ ନେଇ ଚାରିଆଡେ ହାତ ଧୋଇବା ପାଇଁ ସଚେତନ କରାଯାଉଥିବା ବେଳେ ଗଜପତି ଜିଲ୍ଳାର ବାଦକୁଡୁରୁ ଗାଁରେ ଏହି ନିୟମକୁ କଡାକଡି କରାଯାଇଛି । ଗାଁ ଭିତରକୁ ପସିବା ପୂର୍ବରୁ ଗାଁ ଲୋକେ ସମସ୍ତଙ୍କୁ ହାତ ଧୁଆଉଛନ୍ତି ।
ଗ୍ରାମବାସୀ ନିଜ ଖର୍ଚ୍ଚରେ ବାହାର ଲୋକଙ୍କୁ ସାବୁନ ଓ ହ୍ୟାଣ୍ଡ ସାନିଟାଇଜର ଦେଇ ହାତ ଧୋଇବା ପାଇଁ କହୁଛନ୍ତି । ଆଉ ଯିଏ କଥା ନଶୁଣେ ତାଙ୍କୁ ଗାଁ ଭିତରକୁ ପସିବାକୁ ଦେଉ ନାହାନ୍ତି । କରୋନା ଭୂତାଣୁ ବ୍ୟାପିବା ସଚେତନତାକୁ ନେଇ ବାଦକୁଡୁରୁ ଗାଁ ଲୋକଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କ ପାଇଁ ଏକ ନୂଆ ଉଦହାରଣ ସୃଷ୍ଟି କରିଛି ।
BREAKING NEWS
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
Comments are closed.