Latest Odisha News

BREAKING NEWS

କୋଭିଡ ଚୀନରୁ ନୁହେଁ ବରଂ ଆମେରିକାରୁ ଉତ୍ପନ୍ନ

ବେଜିଂ: କୋଭିଡ୍ -୧୯ ମହାମାରୀ ଉହାନରୁ ନୁହେଁ ବରଂ ଆମେରିକାରୁ ଆରମ୍ଭ ହୋଇଥିଲା। ସେ ୱାଶିଂଟନକୁ “ଦୋଷ ଲଦିବା” ନେଇ ଅଭିଯୋଗ କରିଥିଲା। ଚୀନର ଉହାନର ଏକ ପ୍ରୟୋଗଶାଳାରୁ ଭାଇରସ ଲିକ୍ ହୋଇଥାଇପାରେ ବୋଲି ଆମେରିକା ସରକାରଙ୍କ ସଦ୍ୟତମ ଦାବିର ଜବାବରେ ଏହି ବିବୃତ୍ତି ଦିଆଯାଇଛି।

ଚୀନ ପାଲଟା ଆକ୍ରମଣ କରି ଆମେରିକା ଉପରେ ଏହି ଭାଇରସର ଉତ୍ପତ୍ତିକୁ “ନିର୍ଲଜ୍ଜ ଭାବରେ ରାଜନୀତିକରଣ” କରୁଥିବାର ଅଭିଯୋଗ ଆଣିଛି।

ଏକ ଶ୍ୱେତପତ୍ରରେ ଚୀନ୍ ଅଧିକାରୀମାନେ କହିଛନ୍ତି, “ଏକ ପ୍ରମାଣରୁ ଜଣାପଡୁଛି ଯେ ସରକାରୀ ଭାବରେ ଦାବି କରାଯାଇଥିବା ସମୟସୀମା ପୂର୍ବରୁ ଏବଂ ଚୀନ୍‌ରେ ବ୍ୟାପିବା ପୂର୍ବରୁ ଆମେରିକାରେ କୋଭିଡ ଦେଖାଦେଇଥାଇପାରେ।

Comments are closed.