Latest Odisha News

BREAKING NEWS

‘ଏଚଆଇଭି’ ପରି ବିଶ୍ବରୁ କେବେବି ବିଦାୟ ନନେଇପାରେ କରୋନା ଭୂତାଣୁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ଭାଇରସ ସମ୍ପର୍କରେ ଏକ ସାଙ୍ଘାତିକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କରୋନାଭାଇରସ୍ ବା କୋଭିଡ୍-୧୯ ହୁଏତ କେବେବି ବିଶ୍ବରୁ ବିଦାୟ ନନେଇ ପାରେ । ଏହା ମାରାତ୍ମକ ଏଚ୍‌ଆଇଭି ଭଳି ଆଗକୁ ମଧ୍ୟ ରହିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ୍ଜିକ୍ୟୁଟିଭ୍ ଡିରେକ୍ଟର୍ ମାଇକେଲ୍ ଜେ ରିୟାନ୍ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାନବ ସମାଜ ପାଇଁ ଏହି ଭୂତାଣୁ ଅନ୍ୟ ‌ବେଳକୁ ବେଳ ଘାତକ ରୂପ ନେଇ ପାରେ।

Leave A Reply

Your email address will not be published.