ଭୁବନେଶ୍ୱର: କରୋନା ସଂକ୍ରମଣରୁ ପିଲାଙ୍କୁ ଦୁରେଇ ରଖିବା ନେଇ ଆସନ୍ତା ଜୁନ ୧୭ ଯାଏଁ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଏହାକୁ ଦୃଷ୍ଟିରେ ରଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସମସ୍ତ ଘରୋଇ ସ୍କୁଲ ଶୁଳ୍କ ହ୍ରାସ / ସ୍ଥଗିତମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
ଯାହା କରୋନାଭାଇରସ ଯୋଗୁଁ ଆସିଥିବା ଆର୍ଥିକ ଚାପକୁ ହ୍ରାସ କରିବାରେ ଏହା କିଛି ମାତ୍ରାରେ ଅଭିଭାବକ ମାନଙ୍କୁ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।
Comments are closed.