ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ।
ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୯୯ ରେ ପହଞ୍ଚିଲାଣି।
ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ରହିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା…
ମହାରାଷ୍ଟ୍ର: ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରେ ରେକର୍ଡ କରାଯାଇଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ସର୍ବାଧିକ ଆକ୍ରାନ୍ତଙ୍କ ସହ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୦୩୬ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୭୨ ଛୁଇଁଛି ।
ତାମିଲନାଡୁ: ଆକ୍ରାନ୍ତ-୭୩୦, ମୃତକ- ୮
ଦିଲ୍ଲୀ: ଆକ୍ରାନ୍ତ-୬୬୦, ମୃତକ- ୯
ତେଲେଙ୍ଗାନା: ଆକ୍ରାନ୍ତ-୪୩୫, ମୃତକ- ୦୭
ଉତ୍ତରପ୍ରଦେଶ: ଆକ୍ରାନ୍ତ-୪୦୬, ମୃତକ- ୪
କେରଳ: ଆକ୍ରାନ୍ତ-୩୪୩, ମୃତକ-୨
ଆନ୍ଧ୍ରପ୍ରଦେଶ: ଆକ୍ରାନ୍ତ-୨୪୩, ମୃତକ-୧୬
ମଧ୍ୟପ୍ରଦେଶ: ଆକ୍ରାନ୍ତ-୨୦୪, ମୃତକ-୪
ଜାମ୍ମୁ କାଶ୍ମୀର: ଆକ୍ରାନ୍ତ-୧୫୪, ମୃତକ-୪
କର୍ଣ୍ଣାଟକ: ଆକ୍ରାନ୍ତ-୧୬୮, ମୃତକ-୫
ଗୁଜୁରାଟ: ଆକ୍ରାନ୍ତ-୧୫୪ , ମୃତକ-୧୬
ହରିୟାଣା: ଆକ୍ରାନ୍ତ-୧୬୬, ମୃତକ-୩
ପଞ୍ଜାବ: ଆକ୍ରାନ୍ତ-୯୩, ମୃତକ-୮
ପଶ୍ଚିମବଙ୍ଗ: ଆକ୍ରାନ୍ତ-୯୮, ମୃତକ-୫
ଓଡ଼ିଶା: ଆକ୍ରାନ୍ତ-୪୮, ମୃତକ-୧
ବିହାର: ଆକ୍ରାନ୍ତ-୩୮, ମୃତକ-୧
ଉତ୍ତରାଖଣ୍ଡ: ଆକ୍ରାନ୍ତ-୩୫, ମୃତକ- ୦
ଆସାମ: ଆକ୍ରାନ୍ତ-୨୮, ମୃତକ-୦
ହିମାଚଳ ପ୍ରଦେଶ: ଆକ୍ରାନ୍ତ-୧୭, ମୃତକ-୨
ଝାଡ଼ଖଣ୍ଡ: ଆକ୍ରାନ୍ତ:୧୪, ମୃତକ-୧
ଚଣ୍ଡିଗଡ଼: ଆକ୍ରାନ୍ତ-୧୮, ମୃତକ-୦
ଆଣ୍ଡାମାନ ଏବଂ ନିକୋବର: ଆକ୍ରାନ୍ତ- ୧୧, ମୃତକ-୦
ଗୋଆ: ଆକ୍ରାନ୍ତ-୭, ମୃତକ-୦
ପୁଡୁଚେରୀ: ଆକ୍ରାନ୍ତ-୫, ମୃତକ-୦
ଛତିଶଗଡ ଆକ୍ରାନ୍ତ- ୧୦, ମୃତକ-୦
ଗୋଆ: ଆକ୍ରାନ୍ତ-୭, ମୃତକ-୦
ମଣିପୁର: ଆକ୍ରାନ୍ତ-୨, ମୃତକ-୦
ମିଜୋରାମ: ଆକ୍ରାନ୍ତ-୧, ମୃତକ-୦
ତ୍ରିପୁରା: ଆକ୍ରାନ୍ତ-୧, ମୃତକ-୦
ଅରୁଣାଚଳ ପ୍ରଦେଶ: ଆକ୍ରାନ୍ତ-୧, ମୃତକ-୦
Comments are closed.