Latest Odisha News

BREAKING NEWS

ଭାରତରେ କରୋନା ନେଲା ତୃତୀୟ ଜୀବନ

ମୁମ୍ବାଇ: ସାରା ବିଶ୍ୱ ସମେତ ଭାରତରେ ମଧ୍ୟ ନିଜ କାୟା ବିସ୍ତାର କରୁଛି କରୋନା ଭାଇରସ । ଏହି ମାରାତ୍ମକ ଭୂତାଣୁ ମଙ୍ଗଳବାର ଦିନ ଭାରତ ଆଉ ଏକ ଜୀବନ ନେଇଛି । ଏହାକୁ ମିଶାଇ କରୋନା ପ୍ରଭାବରେ ଭାରତରେ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଲା।

BjdElectrycity

କରୋନାରେ ଆକ୍ରାନ୍ତ ହୋଇ ମହାରାଷ୍ଟ୍ରର କସ୍ତୁରିବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ୬୪ ବର୍ଷ ମହିଳାଙ୍କର ଆଜି ଦେହାନ୍ତ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ମଙ୍ଗଳବାର ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.