ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ଏକ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ ତିଆରି ହେବ କୋଭିଡ ହସ୍ପିଟାଲ । ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁରର ଏମ୍କେସିଜି ପରେ ଆଗାମୀ ଦୁଇ ଦିନ ମଧ୍ୟରେ ବୁର୍ଲାର ଭିମସାରରେ କରୋନା ନମୂନା ପରୀକ୍ଷଣ ସୁବିଧ ଉପଲବ୍ଧ କରିବା ପାଇଁ ପଦକ୍ଷେପ ନେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଟ ଅଧିକାରୀମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।
BREAKING NEWS
- ପିରାମିଡ୍ ବ୍ୟବସ୍ଥା ଭାଙ୍ଗି ସମାନ ଭାଗିଦାରୀ ଗଢ଼ିବାକୁ ଆହ୍ୱାନ: ନୂଆଦିଲ୍ଲୀ ବ୍ରିକ୍ସ ମଞ୍ଚରୁ ମୋଦୀ ଦେଲେ ୧୦ ସୂତ୍ରୀ ପ୍ରସ୍ତାବ
- BRICS ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ
- କାଦୁଅ ଭରା ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ;୩.୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ
- Krait: ଇଏ କି ସାପ? ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ…
- ଇପିଏଫ୍ଓ ପକ୍ଷରୁ ‘ବିଶ୍ଵାସ ଯୋଜନା ୨୦୨୬’ ଉପରେ ସଚେତନତା ଅଭିଯାନ
- CM’s UAE Visit: ‘ମୁଖ୍ୟମନ୍ତ୍ରୀଙ୍କ ଓଡିଶାକୁ ନିବେଶ ଦେଖାଣିଆ…’, ଆଦାନୀ ଚୁକ୍ତି ପାଇଁ ଦୁବାଇ ଯାତ୍ରାକୁ ନେଇ ସରକାରଙ୍କୁ ଓଜେସିର ପ୍ରଶ୍ନ…
- ଭାରତୀୟ ଚାଷୀଙ୍କୁ ରୁଷର ବଡ଼ ଉପହାର
- ରାଉରକେଲା ସର୍କିଟ୍ ହାଉସ୍ରେ ପର୍ଣ୍ଣ ଷ୍ଟାର୍, ତଦନ୍ତ ଆରମ୍ଭ
- ଚାଷ ଜମିରୁ ୬ ଫୁଟର କୁମ୍ଭୀର ଉଦ୍ଧାର
- ନନ୍ଦନକାନନକୁ ଆସିଲେ ୫୮ ନୂଆ ଅତିଥି

Comments are closed.