ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇର ପ୍ରଥମ ଚାରି ଦିନରେ ଓଡିଶାରେ ୯ ଟି ମୁଣ୍ଡ ନେଲାଣି କରୋନା । ଏହି ୪ ଦିନରେ ୧୫୪୪ ଜଣ ନୂତନ ପଜିଟିଭ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଟୁଇଟ୍ ଅନୁଯାୟୀ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୩୪ ଜଣଙ୍କର ମୃତ୍ୟୁ ଘଟିଲାଣି । ସେମାନଙ୍କ ମଧ୍ୟରୁ ୨୫ ଜଣ ରୋଗୀ ଗତ ଏକ ମାସ ମଧ୍ୟରେ (ଜୁନ୍ ୪ ରୁ ଜୁଲାଇ ୪) ଜୀବାଣୁର ଶିକାର ହୋଇଛନ୍ତି ।
ଏହି ମୃତ୍ୟୁ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୧୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୩ ଜଣ ରୁ ବରଗଡ, ପୁରୀ ଏବଂ ଅନୁଗୁଳରୁ ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ଜୁଲାଇ ୩ରେ ସର୍ବାଧିକ ୫୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗୋଟିଏ ଦିନ ପରେ ରାଜ୍ୟରେ ୪ ତାରିଖ ଦିନ ୪୯୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ଜଣାପଡିଛି। ଜୁଲାଇ ୧ ଏବଂ ଜୁଲାଇ ୨ ରେ ମୋଟ ମାମଲା ଯଥାକ୍ରମେ ୨୫୧ଏବଂ ୨୨୯ ଥିଲା। ଜୁନ ୪ ରେ, ଓଡିଶାରେ ମୋଟ କରୋନା ସଂଖ୍ୟା ଥଲା ୨୪୭୮। ଧୀରେଧିରେ ଏହା ବୃଦ୍ଧି ପାଇ ଜୁଲାଇ ୪ ସୁଦ୍ଧା ରେ ମୋଟ ୮୬୦୧ ରେ ପହଞ୍ଚିଛି।
BREAKING NEWS
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?

Comments are closed.