ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ଗ୍ରାଫ ଖସୁଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ଲଗାତାର ୫ମ ଦିନରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା କମ୍ ରହୁଥିବା ଆଜି ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଛି।
ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୬୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୦୨ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୬ଟି ।
କେବଳ ଖୋର୍ଦ୍ଧା ଜିଲ୍ଲାକୁ ଛାଡି ଅନ୍ୟସବୁ ଜିଲ୍ଲାରୁ ଶହେରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 17th November
New Positives Cases : 868
In quarantine: 502
Local contacts: 366(Details of local contacts will be shared by concerned District Administration)
District Wise Cases:
1. Angul: 41
2. Balasore: 52
3. Bargarh: 26
4. Bhadrak: 6
5. Balangir: 36— I & PR Department, Odisha (@IPR_Odisha) November 18, 2020
6. Boudh: 4
7. Cuttack: 65
8. Deogarh: 9
9. Dhenkanal: 15
10. Gajapati: 1
11. Ganjam: 25
12. Jagatsinghpur: 38
13. Jajpur: 31
14. Jharsuguda: 22
15. Kalahandi: 36
16. Kandhamal: 10
17. Kendrapada: 39
18. Keonjhar: 19
19. Khurda: 102
20. Koraput: 15
21. Malkangiri: 3— I & PR Department, Odisha (@IPR_Odisha) November 18, 2020
22. Mayurbhanj: 46
23. Nawarangpur: 12
24. Nayagarh: 5
25. Nuapada: 33
26. Puri: 30
27. Rayagada: 21
28. Sambalpur: 22
29. Sonepur: 2
30. Sundargarh: 82
31. State Pool: 20New recoveries: 1315
Cumulative tested: 5376393
Positive: 310920
Recovered: 300474
Active cases: 8818— I & PR Department, Odisha (@IPR_Odisha) November 18, 2020
ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୯୨୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩୦୦୪୭୪ ଜଣ ଆକ୍ରାନ୍ତ । ରାଜ୍ୟରେ ସୁସ୍ଥ ହାର ରହିଛି ୯୭% । ବର୍ତ୍ତମାନ ୮୮୧୮ଟି ଆକ୍ଟିଭ୍ କେସ୍ ରହିଛି ।
Comments are closed.