Latest Odisha News

BREAKING NEWS

୧୮-୪୪ ବର୍ଗଙ୍କ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ଘୋଷଣା କରାଯାଇଛି।

ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।

ବିଏମସିର ଟ୍ବିଟ ଅନୁସାରେ, ଏହି ସ୍ଲଟ ଜୁନ୍ ୨୧ରୁ ୨୬ ମଧ୍ୟରେ ସିଜିଏଚଏସ୍ ୟୁନିଟ୍ -୪, ୟୁପିଏଚସି ସତ୍ୟନଗର, କେନ୍ଦ୍ରୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଭରତପୁର) ଏବଂ ଜୟଦେବ ବିହାର ସ୍ଥିତ ଇଏସଆଇ ହସ୍ପିଟାଲ ଆଦିରେ ଉପଲବ୍ଧ।

Leave A Reply

Your email address will not be published.