Latest Odisha News

BREAKING NEWS

ଦୀର୍ଘସ୍ଥାୟୀ ହୋଇପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଭାଇରସ “ଦୀର୍ଘ ସମୟ” ପାଇଁ ବିସ୍ତାର କରିପାରେ। ଏ ନେଇ ହୁର ଜଣେ ବରିଷ୍ଠ ଅଧିକାରୀ ପୁନମ କ୍ଷେତ୍ରପାଲ ଚେତାବନୀ ଦେଇଛନ୍ତି।

BjdElectrycity

ହୁ ର ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ସ୍ଥିତିରେ ପହଞ୍ଚିବା ଆବଶ୍ୟକ ଯେଉଁଠାରେ “ଭୂତାଣୁ ସଂପୂର୍ଣ୍ଣ ଭାବରେ ଆମ ନିୟନ୍ତ୍ରଣରେ ରହିବା ଉଚିତ, ଏବଂ ଆମେ ଭୂତାଣୁ ନିୟନ୍ତ୍ରଣରେ ନୁହେଁ।”

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ସଂକ୍ରମଣ ତୁଳନାରେ ଟିକାକରଣର ସଂଖ୍ୟା ଅଧକ ହେବ ଭବିଷ୍ୟତରେ ଏହ ଦ୍ବାରା ଲୋକେ ଭୁତାଣୁ କମ୍ ପ୍ରଭାବିତ ହେବେ ବୋଲି ଆଶା କରାଯାଉଛି।

” କୋଭିଡ୍ଦି‌-୧୯ ଭୁତାଣୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବିସ୍ତାର ଜାରି ରଖିବ ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.