Latest Odisha News

ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

ଲଣ୍ଡନ: ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି।

୩,୧୬୫ ନୂତନ ମାମଲା ରିପୋର୍ଟ କରାଯାଇଥିବା ବେଳେ ସୋମବାରରେ ୩,୩୮୩ଟି ମାମଲା ରିପୋର୍ଟ ହୋଇଥିଲା ଏବଂ ଗୋଟିଏ ସପ୍ତାହ ପୂର୍ବରୁ ୨,୪୯୩ଟି କରୋନା ମାମଲା ପ୍ରକାଶ ପାଇଥିଲା।

ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ସହିତ ଜଡିତ ମାମଲାଗୁଡ଼ିକର ସାମ୍ପ୍ରତିକ ବୃଦ୍ଧି ହେତୁ ଏହା ଚିନ୍ତାର ବିଷୟ ହୋଇଛି।

Comments are closed.