Latest Odisha News

BREAKING NEWS

୧୪ ଯାଏଁ ଚରମ୍ପାରେ କର୍ଫ୍ୟୁ

ଭଦ୍ରକ: ବଢ଼ିଲା ଭଦ୍ରକ ଚରମ୍ପା ଅଂଚଳରେ କର୍ଫ୍ୟୁ ଅବଧି । ଆସନ୍ତା ୧୪ ତାରିଖ ସକାଳ ୭ଟା ଯାଏଁ କର୍ଫ୍ୟୁ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।
ଏବେ ରାଜ୍ୟକୁ ପ୍ରବାସୀମାନେ ଫେରୁଛନ୍ତି । ଏଭଳି ସ୍ଥିତିରେ ଅଧିକ ଟ୍ରେନ୍ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସିବ । ତେଣୁ ଏହାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଅବଧିକୁ ପ୍ରଶାସନ ବଢ଼ାଇ ଦେଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.