ଜଗତସିଂହପୁର: କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଜଗତସିଂହପୁର ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଲା କର୍ଫ୍ୟୁ ।
ଲକଡାଉନ୍ ଯାଏ ଲାଗିଲା କଟକଣା । ଏହି ସମୟ ଭିତରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିବ ।
Keeping in view of prohibition of spread of COVID 19 and assessing the risk to public health,it is decided not to allow opening of excise shops in the district and impose curfew from 7pm to 7am.All other activities allowed by the SRC in green zones are permitted.@CMO_Odisha
— DM_Jagatsinghpur (@CollectorJspur) May 4, 2020
ପରବର୍ତ୍ତୀ ନିଷ୍ପତ୍ତି ଯାଏଁ ଜିଲ୍ଲାରେ ବଳବତ୍ତର ରହିବ କର୍ଫ୍ୟୁ । ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।
Comments are closed.