Latest Odisha News

BREAKING NEWS

କାଉନସେଲିଂରେ ବିଳମ୍ବ ହେବାରୁ SCB ମେଡିକାଲରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଟକ : ଏସିବି ମେଡିକାଲର ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରହିଛି । ନିଟ ପିଜି କାଉନସେଲିଂରେ ବିଳମ୍ବକୁ ନେଇ ପିଜି ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ଏସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ପ୍ରାୟ ୪୩୨ ଜଣ ପିଜି ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । କ୍ୟାମ୍ପସ ପରିସରରେ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ ମାନେ । କଲେଜ କର୍ତୁପକ୍ଷ ଦୃଷ୍ଟି ନଦେଲେଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ମତ ରଖିଛନ୍ତି ।

Leave A Reply

Your email address will not be published.