Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୦-୩-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  
ତା ୨୦ ରିଖ  ଶୁକ୍ରବାର  ମୀନ  ୭ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର-: ବିଛା ଧନୁ ଓ ମୀନ ରାଶିର 
ଘାତ ଚନ୍ଦ୍ର:-  ସିଂହ  ରାଶି ପୁରୁଷଙ୍କର
ଆଜି:  ପୋଇ ଖାଇବା  ନିଷେଧ
ମେଷ  :
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା  ମିଳିବ ।ଯାତ୍ରାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଶତୃମାନେ ପରାଜିତ ହେବେ
ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
ବୃଷ :
ଆଜି ଆପଣ ଯଗିରଖି  ଚଳନ୍ତୁ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଉ ହତାଶ ହେବେ ।ମହିଳାମାନେ ନିଜ ପରିବାରରେ  ପ୍ରଶଂସନୀୟ ହେବେ  ।  ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।
ମିଥୁନ  :
ଆଜି ଆପଣଙ୍କୁ   ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ । ବ୍ଯବସାୟୀମାନେ ଲାଭବାନ ହେବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ପାଇଁ  ଚିନ୍ତିତ ହେବେ ।
କର୍କଟ :
ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଅପରାହ୍ନରେ ଶୁଭ ଖବର ପାଇ ମନ ଖୁସି ରହିବ ।ଶରୀର ସୁସ୍ଥ ରହିବ ।ଯାତ୍ରା ପାଇଁ ଦିନଟି ଶୁଭପ୍ରଦ ହେବ ।ମହିଳାମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ ।
ସିଂହ:
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ବ୍ଯବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।ସତସଙ୍ଗ ଓ ଧର୍ମ ଚର୍ଚ୍ଚା ପ୍ରତି ମନ ବଳାଇବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ।
କନ୍ୟା  :
ସ୍ନେହ ଶ୍ରଦ୍ଧା ସଦ୍ଇଛା ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।ସ୍ତ୍ରୀ ଙ୍କ ପ୍ରେରଣାରୁ ଉପକୃତ ହେବେ ।ବହୁଦିନର ସମସ୍ଯା ସମାଧାନ ହେବ ।ଶତୃମାନେ ପରାଜିତ ହେବେ ।
ତୁଳା :
ପରିବାରରେ ମନମାଳିନ୍ୟ ଦେଖା ଦେଇପାରେ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।ମହିଳାମାନେ ଅଶାନ୍ତି ରେ ଦିନ କାଟିବେ । ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଦେବ । ବରିଷ୍ଠ ଅଧିକାରୀମାନଙ୍କର  ସହାଯ୍ଯ ସହଯୋଗ ମିଳିବ ପାଇବେ ନାହିଁ  ।
ବିଛା  :
ଦୀର୍ଘ ଦିନର ଅଭିଳାଷ ପୁରଣ ହେବ ।ବ୍ଯବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।ଅଟକି ରହିଥିବା କାର୍ଯ୍ଯକୁ ସମ୍ପୁର୍ଣ୍ଣ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟା ହେବେ ।
ଧନୁ :
ଶାରୀରିକ ଏବଂ ମାନସିକ ପାରିବାରିକ ସୁଖ ଆଉ ଆନନ୍ଦ ମିଳିବ । ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ।   ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ।  ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।
ମକର :
 ଆଜ ଦିନ ଭଲ ଅଛି, ମାନସିକ ଶାନ୍ତି ମିଳିବ । ପ୍ରତ୍ୟେକ ପ୍ରତିଯୋଗିତା ରେ ସଫଳତା ପାଇବେ ।ମହିଳାମାନେ କୌଣସି
ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସନୀୟା ହେବେ । ସ୍ଵାଦିଷ୍ଟ ଭୋଜନ ପ୍ରାପ୍ତି ହେବ ।
କୁମ୍ଭ :
ଆଜି ସାଂସାରିକ  ଜୀବନରେ ଭୁଲ୍ ବୁଝାମଣା ଦେଖାଦେବ ।  ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ମନୋ ନିବେଶ କରିବେ ।     ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକ କାର୍ଯ୍ୟଗୁଡ଼ିକ ପ୍ରତି ଆକର୍ଷିତ ହେବେ। ଗୃହସ୍ଥ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଧନ ଲାଭର ଯୋଗ ରହିଛି ।
 ମୀନ  :
 ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ ।   ପୂର୍ବର ସମସ୍ୟା ଦୂର ହେବ ଶାନ୍ତି ମିଳିବ ।ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ପରିବାର ପାଇଁ ଚିନ୍ତିତ ହେବେ ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.