Latest Odisha News

୧୧ ଡିଗ୍ରୀ ତଳେ ରାଜ୍ୟର ୮ ସ୍ଥାନ; ଦାରିଙ୍ଗବାଡି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଶୀତରେ ଥରୁଛି ସାରା ରାଜ୍ୟ। ୧୧ ଡିଗ୍ରୀ ତଳେ ରାଜ୍ୟର ୮ ସହର। ୬.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହିତ ଦାରିଙ୍ଗବାଡି ଓଡ଼ିଶାର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି।

ସୂଚନା ଅନୁଯାୟୀ ରାଜ୍ୟର ୮ ସହରର ରାତ୍ରି ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଛି।
ଫୁଲବାଣୀ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬, ସୁନ୍ଦରଗଡ ୧୦, ଭବାନୀପାଟଣା ଠାରେ ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.