Latest Odisha News

BREAKING NEWS

ଟିଏମସିର ଉପ ସଭାପତି ହେଲେ ପୂର୍ବତନ ବିଜେପି ନେତା ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଟିଏମସିରେ ଯୋଗଦେବାର ଦୁଇ ଦିନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ସୋମବାର ଦଳର ଉପ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ଟିଏମସି ଜାତୀୟ କାର୍ଯ୍ୟ କମିଟିର ସଦସ୍ୟ ମଧ୍ୟ କରାଯାଇଛି।

BjdElectrycity

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅଧୀନରେ କ୍ୟାବିନେଟ ମନ୍ତ୍ରୀ ଥିବା ଯଶୱନ୍ତ ସିହ୍ନା ଶନିବାର ଟିଏମସିରେ ଯୋଗ ଦେଇଛନ୍ତି। ଟିଏମସିରେ ଯୋଗଦେବା ପରେ ସିହ୍ନା କହିଛନ୍ତି ଯେ ନନ୍ଦିଗ୍ରାମରେ “ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ” ହେଉଛି ଟିଏମସିରେ ଯୋଗ ଦେବାର ପ୍ରମୁଖ କାରଣ।

Leave A Reply

Your email address will not be published.