Latest Odisha News

BREAKING NEWS

ଆଇପିଏଲକୁ ଫେରିବା ସଙ୍କେତ ଦେଲେ ଡିଭିଲର୍ସ !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ପ୍ରଶଂସକମାନେ ନିରାଶ ହୋଇ ପଡିଥିଲେ । ତେବେ ଆଜି ବିଶ୍ୱର ଏହି ମହାନ ଖେଳାଳି ପରୋକ୍ଷରେ ଆଇପିଏଲ ଓ ଆରସିବିକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି ।

ସଣ୍ଡେ ଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ଓ ଆରସିବି ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ଅଛି । ଆଗକୁ କଣ ହେବ ମୁଁ ଜାଣି ନାହିଁ । ଖେଳାଳିମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.