ଓଡ଼ିଶା ସମ୍ବାଦ ବ୍ୟୁରୋ : ଗୋମାତା’ଙ୍କୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି । ରବିବାର ଦିନ ବାବା ରାମଦେବ ଏପରି ଦାବି କରିଛନ୍ତି । ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ମହତି ଅଡିଟରିୟମ୍ ରେ ଆୟୋଜିତ ଦୁଇଦିନିଆ ଗୋ ମହାସମ୍ମଳନୀର ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ବାବା ରାମଦେବ କହିଛନ୍ତି ଯେ ଟିଟିଡି ଟ୍ରଷ୍ଟ ବୋର୍ଡର ପରାମର୍ଶ ଅନୁଯାୟୀ ଗାଇକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବନା ଆଗତ କରିବା ଉଚିତ। ଅନ୍ୟପଟେ ସେ କହିଛନ୍ତି ଗୋ ସଂରକ୍ଷଣ ଅଭିଯାନରେ ପତଞ୍ଜଳି ପୀଠ ସବୁଠାରୁ ଆଗରେ ରହିଛି।ଗୋ ମହା ସମ୍ମିଳନୀରେ ଏହି ପ୍ରସ୍ତାବନା ସମସ୍ତ ଗୋ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିବ ବୋଲି ରାମଦେବ କହିଛନ୍ତି।
BREAKING NEWS
- ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଉସମାନ ଖୱାଜା
- Iran Anti-Khamenei Protests: ବଢୁଛି ଇରାନରେ ଉତ୍ତେଜନା, ଘିଅ ଢାଳୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ, ଧନ୍ୟବାଦ୍ ଜଣାଇଲେ ବିରୋଧୀ ନେତା…
- Medical Emergency In Space: ମହାକାଶ ଷ୍ଟେସନରେ ଖରାପ ହେଲା ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ, ପ୍ରଥମ ଥର ପାଇଁ ଏମିତି ନିଷ୍ପତ୍ତି ନେଲା ନାସା…
- ଗିରଫ ହେବେ କି ମମତା? ସରକାରୀ କାମରେ ବାଧା ଦେବା ସହ ପ୍ରମାଣ ନଷ୍ଟ କରିବା ନେଇ ରହିଛି ଅଭିଯୋଗ
- ଗଞ୍ଜାମ ପରେ ଏବେ ଏହି ଜିଲ୍ଲାରେ ଏକ ମାସ ଧରି ସକାଳୁଆ ସ୍କୁଲ ବନ୍ଦ…
- IPAC ED Raid: ଦିଲ୍ଲୀରେ ପହଞ୍ଚିଲା କୋଲକାତା ହାଇଡ୍ରାମା ଗୃହ ମନ୍ତ୍ରଣାଳୟ ବାହାରେ ଟିଏମସି ସାଂସଦଙ୍କ ପ୍ରତିବାଦ, ଡେରେକ୍ ଓ’ବ୍ରାଏନ୍ ଏବଂ ମହୁଆ ମୋଇତ୍ରାଙ୍କୁ ଉଠାଇ ନେଲା ପୋଲିସ…
- Malaysia Open: ମାଲେସିଆ ଓପନ୍: ସେମିଫାଇନାଲ୍ରେ ପହଞ୍ଚିଲେ ପିଭି ସିନ୍ଧୁ
- Trump’s Greenland Takeover’: ପ୍ରଥମେ ଗୁଳି ଚାଲିବ, ତା’ପରେ ପ୍ରଶ୍ନ ପଚାରିବୁ…’, ଟ୍ରମ୍ପଙ୍କୁ ଚେତାବନୀ ଦେଲା ଡେନମାର୍କ…
- ତୁର୍କମାନ ଗେଟରେ ପଥର ଫିଙ୍ଗା ଘଟଣାରେ ୨୦୦ ଦଙ୍ଗାକାରୀ ସାମିଲ!
- Russian Tanker Seized: ଆମେରିକା ଜବତ କରିଥିବା ରୁଷ ଜାହାଜରେ ୩ ଭାରତୀୟ, ରୁଷ କହିଲା…
Comments are closed.