ନୂଆଦିଲ୍ଲୀ : କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ । ପ୍ରଥମ ଓଡ଼ିଆ ଅଫିସର ଭାବେ ଦୀପକ ଦାସଙ୍କୁ କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚ୍ ଆଇସିଏଏସ୍ ଅଫିସର ହେଉଛନ୍ତି ଦୀପକ ଦାସ । ଅଗଷ୍ଟ ପହିଲାରୁ ସେ ସିଜିଏ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହା ପୂର୍ବରୁ ସେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ସିବିଡିଟିର ପ୍ରଧାନ ମୁଖ୍ୟ କଣ୍ଟ୍ରୋଲର ଅଫ ଆକାଉଣ୍ଟସ ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ବର୍ଷ ଧରି ସେ ଗୃହ, ଜାହାଜ ଓ ସଡ଼କ ପରିବହନ, କୃଷି ଓ ମତ୍ସ୍ୟ ସଂପଦ ଆଜି ଗୁରୁତ୍ବପୂର୍ଣ୍ଣ ବିଭାଗର ଆକାଉଣ୍ଟସ ମୁଖ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ ।
BREAKING NEWS
- Kriti Sanon’s ad: କ୍ରିତି ସାନନଙ୍କ ରକ୍ଷାବନ୍ଧନ ପୋଷାକକୁ ନେଇ ବିବାଦ, ତୀବ୍ର ବିରୋଧ ପରେ ବିଜ୍ଞାପନ ହଟାଇଲା GIVA
- Rebels MPs: ବଢିଲା ବିଦ୍ରୋହୀ ସାଂସଦଙ୍କ ଅଡୁଆ, ସୁପ୍ରିମକୋର୍ଟ ପରେ ଏବେ ବାଚସ୍ପତିଙ୍କ ନୋଟିସ୍, ୭ ଦିନ ମଧ୍ୟରେ ଜବାବ ତଲବ
- Kirana Hills: ପାକିସ୍ତାନର ପରମାଣୁ ଠିକଣାକୁ ଆକ୍ରମଣ କରିଥିଲା କି ଭାରତ? ଅପରେସନ ସିନ୍ଦୂରର ଗୁମର ଖୋଲିଲେ ପୂର୍ବତନ CDS
- Blast At Hospital: ହସ୍ପିଟାଲରେ AC ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୧୫ କଅଁଳ ଶିଶୁଙ୍କ ଜୀବନ…
- ଜମି ଜାଲିଆତି ଘଟଣା; ୨ ରାଜସ୍ୱ ଅଧିକାରୀ ନିଲମ୍ବିତ
- ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ବିରୋଧରେ NBW ଜାରି
- ହସ୍ପିଟାଲରୁ ଫେରାର ବିଚାରାଧୀନ କଏଦୀ
- ପାକିସ୍ତାନ ମେଡିକାଲରେ ବଡ଼ ଅଘଟଣ !
- ପୁରୀରେ ମର୍ଡର, ପଥରରେ ଛେଚି ଯୁବକଙ୍କୁ ହତ୍ୟା
- ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶାରେ ପଡିପାରେ ପ୍ରଭାବ

Comments are closed.