ନୂଆଦିଲ୍ଳୀ: ଫାଶୀରୁ ବଂଚିବା ପାଇଁ ପୁଣି ଆରମ୍ଭ ହୋଇଛି ନିର୍ଭୟା ଦୋଷୀଙ୍କ ନୂଆ ଚାଲ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାଲାର ଦୋଷୀ ଅକ୍ଷମ କୁମାର ସିଂ ପୁଣି ଥରେ ରାଜକ୍ଷମା ଆବେଦନ କରିଛି । ତାର ସମସ୍ତ ଆଇନର ବିକଳ୍ପ ଶେଷ ହୋଇଯାଇଥିଲେ ସୁଦ୍ଧା ସେ ଦ୍ୱିତୀୟ ଥର ପାଇଁ ରଜକ୍ଷମା ଆବେଦନ କରିଥିବା ଜଣପାଡିଛି ।
ପ୍ରଥମେ ଅକ୍ଷୟର ରାଜକ୍ଷମା ଅବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ । ଏବେ ଅକ୍ଷୟର ଓକିଲ ଏପି ସିଂ କହିଛନ୍ତି ଯେ, ପ୍ରଥମ କ୍ଷମା ଆବେଦନ ଅକ୍ଷୟଙ୍କ ବାପା-ମାଆ ଦାଖଲ କରିଥିଲେ । ଯେଉଁଥିରେ ସମସ୍ତ ତଥ୍ୟ ଦିଆଯାଇନଥିଲା । ଓକିଲ ଏପି ସିଂ କହିଛନ୍ତି, ରାଷ୍ଟ୍ରପତି ଏହି ମାମଲାର ସମ୍ପୂର୍ଣ୍ଣ ଦିଗ ଦେଖି ନଥିବାରୁ ଅକ୍ଷୟ ପୁଣିଥରେ କ୍ଷମା ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ରେ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଡେଥ୍ ୱାରେଂଟ ଜାରି କରିଛନ୍ତି । ତେବେ ଦୋଷୀମାନେ ପୁଣି ଥରେ ଆଇନର ଗଳାବାଟ ଦେଇ ଫାଶୀରୁ ବଂଚିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
BREAKING NEWS
- ଫେଲ୍ ମାରିଲା ଚୋରା ଚାଲାଣର ନୂଆ ଫର୍ମୁଲା; ମାଟି ତଳୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍ କଲା ECoR
- ୧୯ ବର୍ଷରୁ କମ ମହିଳା କ୍ରିକେଟ: ବିସିସିଆଇ ନିକଟରେ ଅଭିଯୋଗ କଲା ଝାରଖଣ୍ଡ
- ଭାଷାକୁ ବର୍ଣ୍ଣାଶୁଦ୍ଧିରୁ ମୁକ୍ତ କରିବା ପାଇଁ ଡିସେମ୍ବର ୧୪ ‘ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ’ ଘୋଷଣା

Comments are closed.