ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ରାଜନୀତି । ବିଧାନସଭାରେ ଆଜି ମଣ୍ଡିରେ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକ ହୋ-ହାଲ୍ଲା କରିଛନ୍ତି । ମଣ୍ଡି ସମସ୍ୟା ପାଇଁ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ ତୁରନ୍ତ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ସୁବାସ । ଚାଷୀ ସମସ୍ୟାକୁ ନେଇ ଗୃହରେ ବିଜେପି ଉଦବେଗ ପ୍ରକାଶ କରିବା ସହ ସରକାରଙ୍କୁ ଘେରିଛି ।
BREAKING NEWS
- ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସି ପ୍ରେମିକ ସହ ଫେରାର
- ୬ଜଣ ସାଇବର ଠକ ଗିରଫ,କୋଟିକୋଟି ଠକେଇ ଅଭିଯୋଗ
- Vigilance: ଭିଜିଲାନ୍ସ ପଞ୍ଝାରେ ଖଣି ଅଧିକାରୀ; ବିଭିନ୍ନ ସ୍ଥାନରେ ଚଢାଉ ଜାରି
- ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
- Mohan Charan Majhi: ଲୋକାଭିମୁଖୀ ବଜେଟ ପାଇଁ ଜନସାଧାରଣ କଲେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ
- World Record: ବିଶ୍ଵ ରେକର୍ଡ଼ କଲା ଓଡ଼ିଶା;ଆମେରିକାର ରେକର୍ଡକୁ ଭାଙ୍ଗିଲେ ୭ ଟେରାକୋଟା କାରିଗର
- ବ୍ରୁକଙ୍କ ଶତକ ବଳରେ ସେମିକୁ ଉନ୍ନୀତ ହେଲା ଇଂଲଣ୍ଡ
- ବର୍ଷକରେ ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର
- ଇଣ୍ଟରନେଟରେ ଭାଇରାଲ ହେଉଛି କୁନି ମାଙ୍କଡ଼ ପଞ୍ଚ, ୨ କୋଟି ଅଫର୍…
- ‘Agni Varsha’ at Pokhran:ଭାରତୀୟ ସେନାର ‘ଅଗ୍ନିବର୍ଷା’… ମରୁଭୂମିରେ ଭାରତର ଶକ୍ତି ପ୍ରଦର୍ଶନ
Comments are closed.