Latest Odisha News

BREAKING NEWS

ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ରାଜନୀତି । ବିଧାନସଭାରେ ଆଜି ମଣ୍ଡିରେ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକ ହୋ-ହାଲ୍ଲା କରିଛନ୍ତି । ମଣ୍ଡି ସମସ୍ୟା ପାଇଁ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ ତୁରନ୍ତ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ସୁବାସ । ଚାଷୀ ସମସ୍ୟାକୁ ନେଇ ଗୃହରେ ବିଜେପି ଉଦବେଗ ପ୍ରକାଶ କରିବା ସହ ସରକାରଙ୍କୁ ଘେରିଛି ।

Leave A Reply

Your email address will not be published.